Mo seba kendra deipur ମୋ ସେଵା କେନ୍ଦ୍ର ,ଦେଇପୁର ଗ୍ରାମ ପଞ୍ଚାୟତ

  • Home
  • India
  • Puri
  • Mo seba kendra deipur ମୋ ସେଵା କେନ୍ଦ୍ର ,ଦେଇପୁର ଗ୍ରାମ ପଞ୍ଚାୟତ

Mo seba kendra deipur ମୋ ସେଵା କେନ୍ଦ୍ର ,ଦେଇପୁର ଗ୍ରାମ ପଞ୍ଚାୟତ ଗ୍ରାମ-ତେଲଙ୍ଗାପଡା,ଗ୍ରାମ ପଂଚାୟତ-ଦେଇପୁର,
ପୋ-ଗଡଖାରଦ
,ଜିଲ୍ଲା-ପୁରୀ,ପିନ-752019

28/12/2024

ଜାନୁଆରୀ ୧ ତାରିଖଠାରୁ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଆରମ୍ଭ ହେଉଛି। ଏହି ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚାଷୀମାନେ ପଞ୍ଚାୟତସ୍ତରୀୟ କ୍ୟାମ୍ପ, କୃଷକ ରେଜିଷ୍ଟ୍ରି ପୋର୍ଟାଲ୍ (odfr.agristack.gov.in) ଏବଂ ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରାଇପାରିବେ। ଅଧିକ ସୂଚନା ପାଇଁ ୧୫୫୩୩୩ ରେ ଯୋଗାଯୋଗ କରନ୍ତୁ।

26/10/2024
ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା🔴ଏହି ଯୋଜନରେ ନଦୀ, ପୋଖରୀ ଓ ସମୁଦ୍ର ରୁ ମାଛ ଧରୁଥିବା ବ୍ୟକ୍ତି, ମାଛ ସମ୍ପର୍କିତ ଅର୍ଥ ଉପାର୍ଜନ କରୁଥ...
17/10/2024

ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା

🔴ଏହି ଯୋଜନରେ ନଦୀ, ପୋଖରୀ ଓ ସମୁଦ୍ର ରୁ ମାଛ ଧରୁଥିବା ବ୍ୟକ୍ତି, ମାଛ ସମ୍ପର୍କିତ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତି,ମାଛ ବ୍ୟବସାୟ, ମାଛ ଗୋଦାମ ଏବଂ ମାଛ ପ୍ରୋସେସିଂ ପ୍ରକଳ୍ପ ଜଡିତ ବ୍ୟକ୍ତି ଆବେଦନ କରିପାରିବେ.

🔵ଆବଶ୍ୟକ :-
🔸ଆଧାର କାର୍ଡ
🔸ଆଧାର ଲିଙ୍କି ମୋବାଇଲ ନମ୍ବର
🔸ବ୍ୟାଙ୍କ ବହି

ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ.
🤵‍♂️ଆମର ପ୍ରତିନିଧି ଦେବାଶିଷ ପ୍ରଧାନ

ମୋ ସେବା କେନ୍ଦ୍ର କାର୍ଯ୍ୟାଳୟ, ତେଲଙ୍ଗାପଡା
କିମ୍ବା
ଜନ ସେବା କେନ୍ଦ୍ର କାର୍ଯ୍ୟାଳୟ, ତେଲଙ୍ଗାପଡା
Mo-8328962071
WhatsApp mo-https://wa.me/+918249910425

📢ଯଦି କୈଣସି କାରଣରୁ ଆମେ ଫୋନ ଉଠାଇ ପାରୁନାହୁଁ
ତେବେ WhatsApp ରେ କେଉଁ ସେବଗୁଡିକ ଆବେଦନ କରିବାକୁ ଚାହାଁନ୍ତି ଲେଖିକି ଛାଡ଼ନ୍ତୁ

ସୁଭଦ୍ରା ଯୋଜନା update ⭕ସୁଭଦ୍ରା status ଏବେ ଆପଣ ନିଜେ check କରିପାରିବେ.👇👇👇👇👇👇👇🧐🧐*ସୁଭଦ୍ରା Appiication Status check କରିବା ପାଇଁ ...
16/10/2024

ସୁଭଦ୍ରା ଯୋଜନା update
⭕ସୁଭଦ୍ରା status ଏବେ ଆପଣ ନିଜେ check କରିପାରିବେ.
👇👇👇👇👇👇👇🧐🧐
*ସୁଭଦ୍ରା Appiication Status check କରିବା ପାଇଁ ପ୍ରଥମେ ସୁଭଦ୍ରା ୱେବ୍ସାଇଟ କୁ ଯାଇ ଆବେଦନ ସ୍ଥିତି ରେ Click କରି ଆଧାର ନମ୍ବର ଦେବା ପରେ ସୁଭଦ୍ରା Registration Mobile number କୁ OTP ଦେଲା ପରେ Status ଦେଖି ପାରିବେ*

ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ.
🤵‍♂️ଆମର ପ୍ରତିନିଧି ଦେବାଶିଷ ପ୍ରଧାନ

ମୋ ସେବା କେନ୍ଦ୍ର କାର୍ଯ୍ୟାଳୟ, ତେଲଙ୍ଗାପଡା
କିମ୍ବା
ଜନ ସେବା କେନ୍ଦ୍ର କାର୍ଯ୍ୟାଳୟ, ତେଲଙ୍ଗାପଡା
Mo-8328962071
WhatsApp mo-https://wa.me/+918249910425

📢ଯଦି କୈଣସି କାରଣରୁ ଆମେ ଫୋନ ଉଠାଇ ପାରୁନାହୁଁ
ତେବେ WhatsApp ରେ କେଉଁ ସେବଗୁଡିକ ଆବେଦନ କରିବାକୁ ଚାହାଁନ୍ତି ଲେଖିକି ଛାଡ଼ନ୍ତୁ

04/10/2024
19/09/2024
07/09/2024
06/09/2024

Holding her dreams close!
A Kandhamal beneficiary smiles with her Subhadra acknowledgment letter,a symbol of her journey towards empowerment.

Ministry of Women & Child Development, Government of India CMO Odisha Prabhati Parida Information & Public Relations Department, Government of Odisha Subhadra Odisha

Address

NEAR THE HIGH SCHOOL, TELANGAPADA. GADAKHARADA, PURI
Puri
752019

Opening Hours

Monday 9am - 9pm
Tuesday 9am - 9pm
Wednesday 9am - 9pm
Thursday 9am - 9pm
Friday 9am - 9pm
Saturday 9am - 9pm
Sunday 9am - 9pm

Telephone

+918328962071

Website

Alerts

Be the first to know and let us send you an email when Mo seba kendra deipur ମୋ ସେଵା କେନ୍ଦ୍ର ,ଦେଇପୁର ଗ୍ରାମ ପଞ୍ଚାୟତ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo seba kendra deipur ମୋ ସେଵା କେନ୍ଦ୍ର ,ଦେଇପୁର ଗ୍ରାମ ପଞ୍ଚାୟତ:

Share